This browser does not support the video element.
ସୋନପୁର: ଭାରତ ବିକାଶ ପରିଷଦ ସୋନପୁର ବିକାଶ ପରିଷଦ ଶାଖା ତରଫରୁ ସଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
Sonapur, Subarnapur (Sonepur) | Sep 10, 2025
ଭାରତ ବିକାଶ ପରିଷଦ ସୋନପୁର ବିକାଶ ପରିଷଦ ଶାଖା ତରଫରୁ ସଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଆଜି ସକାଳ ୯ଟାରୁ୧୦ଟା ଭିତରେ ସୋନପୁର ଭାରତ ବିକାଶ ପରିଷଦ ସୋନପୁର ଶାଖା ତରଫରୁ ମୁଖ୍ୟ ଚିକିତ୍ସାଳୟ ପରିସର ରେ ବୃରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୃକ୍ଷ ଆମକୁ କିଛି ଦାନକରେ, ସେ କାଠ ହେଉ ଅବା ଔଷଧ, ଛାଇ ହେଉ ଅବା ଫଳ, ତେବେ ଆମ୍ବ ଲେମ୍ବୁ ଭଳି ଉପକାରୀ ଫଳ ଗଛ ସବୁ ରୋପଣ କରିବାର ସୁନ୍ଦର ପ୍ରୟାସ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ ଯୋଗଦାନ କରି ନିଜେ