Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ଗଣେଶ ଚତୁର୍ଥୀ ନୀତି ଅନୁଷ୍ଠିତ, ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ଚୂନରା ସେବକ

Puri M, Puri | Aug 27, 2025
ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଥିବା ବେଳେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପବିତ୍ର ଗଣେଶ ଚତୁର୍ଥୀରେ ଆନ୍ଦନ ଉଲ୍ଲାସର ସହ ବିଘ୍ନହର୍ତ୍ତାଙ୍କ ପୂଜାର୍ଚ୍ଚନା କରିଛନ୍ତି ପୁରୀ ସହରବାସୀ।
Read More News
T & CPrivacy PolicyContact Us