Download Now Banner

This browser does not support the video element.

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ମଙ୍ଗଳବାର ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ନେଇ ଅରେଞ୍ଜ ୱାର୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର

Lakshmipur, Koraput | Sep 1, 2025
କୋରାପୁଟ ଜିଲ୍ଲାରେ ମଙ୍ଗଳବାର ସକାଳ ୮.୩୦ ପୂର୍ବ ପର୍ଯ୍ୟନ୍ତ ୟେଲୋ ୱାର୍ଣିଂ ରହିଥିବା ବେଳେ ସକାଳ ୮.୩୦ ଠାରୁ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି। ଏନେଇ ସୋମବାର ଅପରାହ୍ନ ୪.୨୫ ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। ମଙ୍ଗଳବାର ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ଝଡ଼ ତୋଫାନ ସମ୍ଭାବନା ରହିଥିବାର ସୂଚନା ରହିଛି
Read More News
T & CPrivacy PolicyContact Us