This browser does not support the video element.
ସୋନପୁର: ସଦର ମିନି ଷ୍ଟାଡିୟମ ଠାରୁ ସାଇକଲ ରାଲି ସହ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ ଯୋଗ ଦେଲେ ଜିଲ୍ଲାପାଳ,ଏସପି ଓ ଏ ଡି ଏମ୍
Sonapur, Subarnapur (Sonepur) | Aug 31, 2025
ଆଜି ସୁବର୍ଣ୍ଣପୁର ମିନି ଷ୍ଟାଡିୟମ ଶୁଇମିଂ ପୋଲ ଠାରେ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସର ରେ ଏକ ସାଇକଲ ରାଲି ର ଶୁଭାରମ୍ଭ କରା ଯାଇ ସହର ପରିକ୍ରମା କରି ଜାତୀୟ କ୍ରୀଡା ଦିବସ ଉଦଯାପିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ କ୍ରୀଡା ଜଗତ ରେ ଭାରତ ରେ କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦ ଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତ ରଖି ଥିଲେ ଓ ଦିନକୁ ନିଜ ଶରୀର ପାଇଁ ଏକ ଘଣ୍ଟା ସମୟ ଦେଇ ଫିଟ୍ ଏହି ସମାଜ କୁ ଦେଶ କୁ ଫିଟ୍ ରଖିବାକୁ ପରାମର୍ଶ କରି ଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି