Install App
sushantpattnayak1983
This browser does not support the video element.
ଛତ୍ରପୁର: କଳମ୍ବ ଗ୍ରାମରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ ଘଟଣା, ଗଞ୍ଜାମ ଏସପିଙ୍କୁ ପଦକ୍ଷେପ ନେବାକୁ ସୁପାରିଶ କଲା ଗୃହ ବିଭାଗ
Chhatrapur, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା କଳମ୍ବ ଗ୍ରାମରେ ଗୋଟିଏ ପରିବାରକୁ ବଳାସୀ ସମାଜ ପକ୍ଷରୁ ବାସନ୍ଦ ଅଭିଯୋଗ ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଗଞ୍ଜାମ ଏସପିଙ୍କୁ ତଦନ୍ତ ପାଇଁ ସୁପାରିସ କରାଯାଇଛି। ଶନିବାର ଅପରାହ୍ନରେ ଏନେଇ ତଦନ୍ତ ସହ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ସୁପାରିଶ କରାଯାଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!