This browser does not support the video element.
ପୁରୀ ମ୍ୟୁନିସିପାଲଟି: କାଠ ପୋଲ ଠାରେ ଗଞ୍ଜେଇ ଆସୁଥିବା ବେଳେ 3 ଜଣ ଗିରଫ 14କେଜି ଗଞ୍ଜେଇ ସଦର ଥାନା ଦ୍ୱାରା 3ଜଣ ଗିରଫ l
Puri M, Puri | Sep 10, 2025
ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଭୁବନେଶ୍ୱର ରୁ ଗଞ୍ଜେଇ ଆଣି ବିଭିନ୍ନ ଦୋକାନ ରେ ଲଗାଉଥିବା ସମୟରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି l କାଠପୋଲ ନିକଟରେ ଏହି ଅଭିଯୁକ୍ତ ମାନକୁ ସଦରଥାନା ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଉଛନ୍ତି ସୁକାନ୍ତ କୁମାର ସାହୁ, ଜିତେନ୍ଦ୍ର ପରିଡା, ଓଁକାର ପରିଡା ସେମାନଙ୍କ ଠାରୁ ୧୪କିଲୋ ଗଞ୍ଜେଇ ଜବତ କରିବା ସହିତ ଗୋଟେ ସ୍କୁଟିମଧ୍ୟ ଜବତ କରାଯାଇଛି l