Download Now Banner

This browser does not support the video element.

ସୁକିନ୍ଦା: ସଂଶାଇଲୋ ପାଖ ଜାତୀୟ ରାଜପଥ କଡ଼କୁ ଓଲଟିଲା କାର, ଚାଳକ ଆହତ

Sukinda, Jajpur | Aug 30, 2025
ସୁକିନ୍ଦା ଥାନା ଅନ୍ତର୍ଗତ ସଂଶାଇଲୋ ପାଖ ଜାତୀୟ ରାଜପଥ କଡ଼କୁ ଓଲଟିଲା କାର ଚାଳକ ଆହତ ହୋଇଥିବା ଶନିବାର ରାତି 7 ଘଟିକା ସମୟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ସଂଶାଇଲୋ ପାଖ ଜାତୀୟ ରାଜପଥ କଡ଼କୁ ଭାରଶ୍ୟାମ ହରାଇ ଓଲଟିଲା ଏକ କାର , କାର ଚଳାଇ ଯାଉଥିବା ଚାଳକ ଆହତ ହୋଇଥିବା ଦେଖିବାକୁ ମିଳିଛି । ରାଜପଥରେ ଯାଉଥିବା ପଥଚାରୀଙ୍କ ଦ୍ବାରା ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରୁ ଆହତ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us