This browser does not support the video element.
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନୂଆପଡାର ଜଣକ ଘରେ ଅବକାରୀ ବିଭାଗର ଚଢ଼ାଉ, ଜଣେ ଗିରଫ
Kantabanji, Balangir | May 1, 2024
ବେଆଇନ ମଦ କାରବାର ବନ୍ଦ କରିବାକୁ ଅବକାରୀ ପୋଲିସ ଏକ୍ସନ ମୋଡ଼ରେ ଅଛି। ତେବେ ଆଜି କଣ୍ଟାବାଞ୍ଜି ସ୍ଥିତ ନୂଆପଡାର ଜଣକ ଘରେ ଚଢ଼ାଉ କରିଥିବା ବେଳେ ସେଠାରୁ ଦେଶି ଏବଂ ବିଦେଶୀ ମଦ ଜବତ କରିଛି। ଏନେଇ ଅବକାରୀ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।