This browser does not support the video element.
ମୁଦୁଲିପଡା: ମାଲକାନଗିରି ଜିଲ୍ଲାପାଳଙ୍କ ଖଇରପୁଟ ବ୍ଲକ ଗ୍ରସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ,
Mudulipada, Malkangiri | Aug 20, 2025
ମାଲକାନଗିରି ଜିଲ୍ଲାପାଳଙ୍କ ଖଇରପୁଟ ବ୍ଲକ ଗ୍ରସ୍ତ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ । ମାଲକାନଗିରି ଜିଲ୍ଲପାଳ ଖଇରପୁଟ ବ୍ଲକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିବା ସହ ଖଇରପୁଟ ଆଖପାଖ ଅଞ୍ଚଳରେ ରହିଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଗୁଡିକର ନିର୍ମାଣ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା