Download Now Banner

This browser does not support the video element.

ଦିଗପହଣ୍ଡି: ଦିଗପହଣ୍ଡି କଇଠଖଣ୍ଡି ଗ୍ରାମର ତିନି ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଅର୍ଥ ରାଶି ପ୍ରଦାନ କଲେ ସରପଞ୍ଚ

Digapahandi, Ganjam | Aug 27, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ତିନି ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଅର୍ଥ ରାଶି ପ୍ରଦାନ କରାଯାଇଛି । ଏହି ସହାୟତା ଅର୍ଥ ରାଶି ଅ।ଜି ଦିନ 11 ଘଣ୍ଟ ସମୟରେ ପ୍ରଦାନ କରାଯାଇଥିବାର ସୂଚନା ମିଳିଥିବା ବେଳେ କଇଠଖଣ୍ଡି ଗ୍ରାମ ପଂଚାୟତର ସରପଂଚ ମନୋରଂଜନ ଗୌଡ ତିନି ପରିବାର ସଦସ୍ୟ ମାନଙ୍କୁ ଭେଟି ରାଜ୍ୟ ସରକାରଙ୍କ ନିତି ନିୟମ ଅନୁଷାରେ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏଥିସହ ସମସ୍ତ ଯୋଜନାରେ କିଭଳି ଭାବରେ ସାମିଲ ହୋଇପାରିବେ ସେ ନେଇ ମଧ୍ୟ ଅ।ଲୋକପାତ କରିଛନ୍ତି ସରପଂଚ ମନୋରଂଜନ ଗୌଡ ।
Read More News
T & CPrivacy PolicyContact Us