Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଚିଙ୍ଗୁଡ଼ି ଘାଇ ଠାରେ ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

Kabisuryanagar, Ganjam | Aug 21, 2025
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଠାରୁ ଭେଜିପୁଟ ଭାୟା ଧୋବାପଲ୍ଲୀ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ଯ ଉନ୍ନୟନ ରାସ୍ତାର ହେବ ଉର୍ନତିକରଣ । ଗୁରୁବାର ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୀର୍ଘ ଦିନ ଧରି ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଏହାର ଉର୍ନତିକରଣ ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ। ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।
Read More News
T & CPrivacy PolicyContact Us