Download Now Banner

This browser does not support the video element.

ସୋନପୁର: ରୁଗୁଡିପାଲି ପାଖରେ ବାଇକ ଦୁର୍ଘଟଣା ଗୁରୁତର ଆହତ ଶ୍ରମିକ ସଦର ଡାକ୍ତରଖାନାରେ ଭର୍ତ୍ତି।

Sonapur, Subarnapur (Sonepur) | Sep 3, 2025
ରୁଗୁଡିପାଲି ପାଖରେ ବାଇକ ଦୁର୍ଘଟଣା ଗୁରୁତର ଆହତ ଶ୍ରମିକ ସଦର ଡାକ୍ତରଖାନାରେ ଭର୍ତ୍ତି। ଆଜି ସକାଳ ପ୍ରାୟ ୭ଟା ବେଳେ ଖଲିଆପାଲି ଗାଁର ଜଣେ ଶ୍ରମିକ ରମେଶ ମାଝୀ କାମ କରିବା ପାଇଁ ଚାଉଳ ଗୋଦାମ କୁ ଆସୁଥିବା ବେଳେ ରୁଗୁଡିପାଲି ପାଖରେ ତାଙ୍କ ବାଇକ ଆଗକୁ ଅଚଳ ଏକ କୁକୁର ପଳେଇ ଆସିବାରୁ ।ଭାରସାମ୍ୟ ହରାଇ ଶ୍ରୀଯୁକ୍ତ ମାଝୀ ତଳେ ପଡ଼ି ଯାଇଥିଲେ।ଘଟଣା ସ୍ଥାନରେ ପରିବାର ଲୋକ ପହଞ୍ଚିଲା ପରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଛି।ତାଙ୍କ ମୁଣ୍ଡ ସମେତ ଶରିରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସୁଚନା ମିଳିଛି।ଏବେ ସେ ସଦର ଡାକ୍ତରଖାନାରେ
Read More News
T & CPrivacy PolicyContact Us