This browser does not support the video element.
କୋଟପାଡ: ଟାପାଯୋଡି ଛକରେ ଭାରୋସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ l
Kotpad, Koraput | Sep 6, 2025
ଟାପାଯୋଡି ଛକରେ ଭରୋସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ, ଆହତ ଦୁଇ ଯୁବକ ଚନ୍ଦ୍ରପୋଡା ପଂଚାୟତ ର ଭେଜାଗୁଡା ଗାଁ ରାମ କୋମାର, ଭଦ୍ର କୋମାର l ସୂଚନା ଅନୁଯାଇ, ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡା ପଂଚାୟତ ଭେଜାଗୁଡା ଗାଁ ର ରାମ ଓ ଭଦ୍ର ଗୋଟିଏ ବାଇକ ଯୋଗେ କାଠପୋଡ଼ା ସାପ୍ତାହିକ ହାଟକୁ ଯାଇ ଘରକୁ ଫେରିବା ବେଳେ 326ନମ୍ବର ଜାତୟ ରାଜପଥ ଟାପାଯୋଡି ଛକରେ ଭରୋସାମ୍ୟ ହରାଇ ରାସ୍ତା କଢ଼ରେ ଥୁବା ଗଛ କୁ ପିଟିହୋଇଥିଲା l ଫଳରେ ଦୁଇ ଯୁବକ ରାସ୍ତା ତଳକୁ ଛିଟିକି ପଡିଥିଲେ l ଟାଙ୍ଗିଣୀଗୁଡା ସ୍ବେଛାସେବୀ ମାନେ ଆହତଙ୍କୁ ବୈପାରୀଗୁଡା ମେଡିକାଲରେ ଭର୍ତି କରିଛନ୍ତି