This browser does not support the video element.
ଜୁନାଗଡ: ଜୁନାଗଡ଼ ପି. ଆଇ କଲେଜ ରେ 5ଟି କାମକୁ ନେଇ କଳାହାଣ୍ଡି ଭିଜିଲାନ୍ସ ଟିମ ର ତଦନ୍ତ
Junagarh, Kalahandi | Sep 8, 2025
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା କଲେଜ ରେ ଦୁର୍ନୀତି ହୋଇଥିବା 5ଟି କାମ ଉପରେ କଳାହାଣ୍ଡି ୟୁନିଭରସିଟି ର ଛାତ୍ର ସଙ୍ଘ ସଭାପତି ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିବା ବେଳେ ସୋମବାର ସକାଳ ୧୧ ଟା ରେ ଭିଜିଲାନ୍ସ ର ଏକ ଟିମ କଲେଜ କୁ ଆସି ତନ ତନ କରି ତଦନ୍ତ କରିଥିବା ସୂଚନା ମିଳିଛି।