This browser does not support the video element.
କାକଟପୁର: ପାର୍ବଣ ପୂର୍ବରୁ ଦୁର୍ବୁତ୍ତ ଙ୍କ ପାଦ୍ରୁଭାବ, ଅସ୍ତରଙ୍ଗ ଭଉଁରିଆ ସେତୁ ରାତ୍ର ଜଗୁଆଳ ଙ୍କୁ ବନ୍ଧୁକ ଦେଖାଇ ବଟି ମାଗି ହତ୍ୟା ଧମକ
Kakatpur, Puri | Sep 8, 2025
ପାର୍ବଣ ପୂର୍ବରୁ ଦୁର୍ବୁତ୍ତ ଙ୍କ ପାଦ୍ରୁ ଭାବ :-ବନ୍ଧୁକ ଦେଖାଇ ଦାଦା ବଟି ମାଗି ହତ୍ୟା ଧମକ କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-୦୮/୦୯:-ବିଳମ୍ବିତ ରାତ୍ରରେ ଅସ୍ତରଙ୍ଗ ଭଉଁରୀଆ ସେତୁ ନିକଟରେ ପହଂଚି କାର୍ଯ୍ୟକୁ ତଦାରଖ ସହ ରାତ୍ର ଜଗୁଆଳ କୁ ଦାଦାବଟି ମାଗି ମୁଣ୍ଡରେ ବନ୍ଧୁକ ଦେଖାଇ ଦୁର୍ବୁତ୍ତ ଫେରାର। ଖବର ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ଭଉଁରୀଆ ସେତୁ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ବେଳେ ଜିନିଷ ପତ୍ର ତଦାରଖ କରିବାକୁ ରାତ୍ର ଜଗୁଆଳ ଠିକାଦାର ଙ୍କ ତରଫରୁ ନିୟୋଜିତ କରାଯାଇଛି। କିନ୍ତୁ ରବିବାର ବିଳମ୍ବିତ ରାତ୍ର ୧ଘଟିକା ରୁ ୨ଘଟିକା ମଧ୍ୟରେ ଏକ ଧଳା ରଙ୍ଗ