Install App
athmalliknews
This browser does not support the video element.
ଆଠମଲ୍ଲିକ: ଆଠମଲ୍ଲିକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡିବା ପରେ ଆଠମଲ୍ଲିକରେ ପତିକ୍ରିୟା ଦେଲେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର୍ ପ୍ରଧାନ
Athmallik, Angul | Apr 19, 2024
ଶୁକ୍ରବାର ଅପରାହ୍ନ ରେ ଭୁବନେଶ୍ୱର ଠାରେ ଆଠମଲ୍ଲିକ ବିଜେପିର ପୁର୍ବତନ ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଆଠମଲ୍ଲିକ ର ବରିଷ୍ଠ ନେତା ତଥା ଅନୁଗୋଳ ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ପୁର୍ବରୁ ବା ଗତ ନିର୍ବାଚନରେ ସେ ବିପକ୍ଷ ଦଳ ସହିତ ସଲସୁତୁରରେ ଥିଲେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି , ଏବଂ ଏହା ଦଳରେ କୌଣସି ପ୍ରଭାବ ପକେଇବ ନାହିଁ ବୋଲି କହିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!