Download Now Banner

This browser does not support the video element.

କୋଟପାଡ: ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ, ଗାଧେଇବା ବେଳେ ଘିଟିଛି ଅଘଟନ

Kotpad, Koraput | Oct 4, 2025
ପୋଖରୀରେ ବୁଡ଼ି ଜୀବନ ହାରିଲା ନାବାଳକ l ଗାଧେଇବା ବେଳେ ଘିଟିଛି ଅଘଟନ l ମୃତକ ହେଲେ ବାର ବର୍ଷୀୟ ଅଶୋକ ଦିଶାରୀ l ବୈପାରୀଗୁଡା ବ୍ଲକ  ବୋଦାପୁଟ ପଂଚାୟତ ଅନ୍ତର୍ଗତ ପାଣ୍ଡ୍ରିଗୁଡା ଗାଁରେ ଶନିବାର ପୂର୍ବାହ୍ନ ଏଗାରଟା ସମୟରେ ଘଟିଛି ଏଭଳି ଦୁଃଖଦ ଘଟଣା  l ପାଣ୍ଡ୍ରିଗୁଡାର ଲୋଇଚନ ଦିରାସୀଙ୍କ ପୁଅ ଅଶୋକ ଦିଶାରୀ ତୃତୀୟ ଶ୍ରେଣୀରେ ପଢ଼େ l ଦଶହରା  ଛୁଟି ଥିବା ଯୋଗୁଁ ଅଶୋକ ସାଙ୍ଗ ପିଲାଙ୍କ ସହ ପଖରୀକୁ ଗାଧେଇବାକୁ ଯାଇଥିଲା l ହେଲେ ଅସାବଧାନତା ଯୋଗୁଁ ଗଭୀର ପାଣିରେ ବୁଡ଼ି ଯାଇଥିଲା l
Read More News
T & CPrivacy PolicyContact Us