Download Now Banner

This browser does not support the video element.

ବଡଚଣା: ବୈରୀ ନିକଟ ସରକାରୀ ମଦ ଦୋକାନରୁ ବେଆଇନ ମଦ ଜବତ ସହ ଜଣେ ଗିରଫ

Badachana, Jajpur | Apr 13, 2024
ବୈରୀ ଠାରେ ଥିବା ସରକାରୀ ସିକୃତିପ୍ରାପ୍ତ ମଦ ଦୋକାନରୁ ଶନିବାର 150 ଲିଟର ବେଆଇନ ଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ତେବେ ଏଠାରେ ଦୀର୍ଘ ଦିନ ଧରି ଚୋରାରେ ଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଯାଜପୁର ରୋଡ ଏସଡିପିଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବୈରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us