Download Now Banner

This browser does not support the video element.

ଆନନ୍ଦପୁର: ବଡ଼ରମ୍ପାସ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ

Anandapur, Kendujhar | Sep 3, 2025
ବଡ଼ରମ୍ପାସ ପଞ୍ଚାୟତ ରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ହାଟଡ଼ିହି ବ୍ଲକ ବଡ଼ରମ୍ପାସ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ସରପଞ୍ଚ ରବୀନ୍ଦ୍ର କୁମାର ଜେନା ଙ୍କ ସଂଯୋଜନାରେ ଆଜି ଦିନ୧୨ଟା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡା ପ୍ରମୁଖ ଯୋଗଦେଇ ୨୩ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିଧାୟକଙ୍କ ତରଫରୁ ହିତାଧିକାରୀଙ୍କୁ ଛତା ଓ ଶାଢ଼ୀ ବଣ୍ଟନ କରା ଯାଇଥିଲା।
Read More News
T & CPrivacy PolicyContact Us