This browser does not support the video element.
ଧର୍ମଶାଳା: ଜୟଚଣ୍ଡୀ ମଣ୍ଡଳ ଠାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ସୁରେଶ ପୂଜାରୀ
Dharmasala, Jajpur | Aug 26, 2025
ଯାଜପୁର ଜିଲ୍ଲା ବିଂଝାରପୁର ଜୟଚଣ୍ଡୀ ମଣ୍ଡଳ ଠାରେ ବୈତରଣୀ ନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଜନଜୀବନ ପ୍ରଭାବିତର ଖବର ପାଇ ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ଯୁକ୍ତ Suresh Pujari ଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମଙ୍ଗଳବାର ସନ୍ଧ୍ୟା 6 ଘଟିକା ସମୟରେ ସେଠାରେ ପହଞ୍ଚି ଜନସାଧାରଣଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।।