Download Now Banner

This browser does not support the video element.

ଲକ୍ଷ୍ମୀପୁର: ପେଦାଲୋଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜୋନାଲ ସ୍ଵରୀୟ କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ,ଯୋଗ ଦେଲେ ବ୍ଲକ ଚେୟାରମ୍ୟାନ

Lakshmipur, Koraput | Sep 10, 2025
ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟପାଟଣା ବ୍ଲକର ପୋଡାପଦର ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜୋନାଲ ସ୍ଵରୀୟ କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୋତେ ମୁଖ୍ୟ ଅତିଥ୍ ଭାବେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ଦିନ ୨.୩୦ଟା ସମୟରେ ସୂଚନା।
Read More News
T & CPrivacy PolicyContact Us