Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଗୋପାଳ ଗାଁ ନିକଟରେ ଥିବା ଶିବ ମନ୍ଦିର ସମ୍ମୁଖ ରେ ଗୋ ମାଂସ ପଡିଥିବାର ଅଭିଯୋଗ, ପୋଲିସ୍ ର ବୁଝାସୁଝା

Baleshwar M, Balasore | Sep 12, 2025
ମନ୍ଦିର ସମ୍ମୁଖ ରେ ଗୋ ମାଂସ ପକାଇଥିବା ଅଭିଯୋଗ ।ଗୋପାଳ ଗାଁ ନିକଟରେ ଥିବା ଶିବ ମନ୍ଦିର ସମ୍ମୁଖ ରେ ଗୋ ମାଂସ ପଡିଥିବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ସ୍ଥାନୀୟ ଅଂଚଳ ରେ ଚାପା ଉତେଜନା ଦେଖାଯାଇଛି।ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ଶୁକ୍ରବାର ଦିନ ୧୨:୩୦ରେ ମାଂସ ଭଳି ଦେଖାଯାଉଥିବା କିଛି ପଦାର୍ଥ କୁ ଜବତ କରି ଲୋକ ଙ୍କୁ ବୁଝାସୁଝା କରିଛି।
Read More News
T & CPrivacy PolicyContact Us