Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ମିଳିଛି ସରକାରୀ ଜମି ପଟ୍ଟା ହେଲେ ହୋଇନାହିଁ ଚିହ୍ନଟ; ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଅଖରଶିଳା ଗ୍ରାମର ଅଧିବାସୀ #jansamasya
Baripada M, Mayurbhanj | Sep 11, 2025
ଦିର୍ଘ ବର୍ଷ ଧରି ସରକାରଙ୍କ ଠାରୁ ଜମି ପଟ୍ଟା ମିଳିଥିଲେ ମଧ୍ୟ କୌଣସି ଜାଗା ଚିହ୍ନଟ ହୋଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଅଖରଶିଳା ଗ୍ରାମର ଅଧିବାସୀ ମାନେ। ତେଣୁ ଏ ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଗୁରୁବାର ଦିନ ପ୍ରାୟ ୧.୩୦ଟାରେ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!