This browser does not support the video element.
ସୋନପୁର: ତରଭା ଏନ.ଏ.ସି ଅଞ୍ଚଳରେ କିଶୋରୀ ବାଳିକା ମାନଙ୍କୁ କମ ଅଣ୍ଡା ଦେଉଥିନେଇ ତରଭା ସିଡିପିଓ ଲିଖିତ ଦାବିପତ୍ର ଦେଇଛନ୍ତି ହିତାଧିକାରୀ।
Sonapur, Subarnapur (Sonepur) | Aug 22, 2025
ରାଜ୍ୟ ସରକାର ଅନଙ୍ଗବାଡି କେନ୍ଦ୍ର ମାଧ୍ୟମରେ 16 ରୁ 19 ବର୍ଷ ର କିଶୋରୀ ବାଳିକା ମାନଙ୍କ ପାଇଁ ମାସକୁ 16 ଗୋଟି ଅଣ୍ଡା ପ୍ରଦାନ କରିବା ଯାଜନା କରିଛନ୍ତି I ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ.ଏ.ସି ରେ ଏହି ଯୋଜନାରେ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି I ମିଳିଥିବା ସୂଚନା ଅନୁସାରେ ତରଭା ଏନ.ଏ.ସି ଅଧୀନରେ ଥିବା ଗୋଟିଏ ଦୁଇଟି କେନ୍ଦ୍ରକୁ ବାଦ ଦେଲେ ବାକି ସମସ୍ତ କେନ୍ଦ୍ର ମାନଙ୍କରେ ଆଜି ପର୍ଯ୍ୟନ୍ତ ମାତ୍ର ମାସକୁ 10 ଗୋଟି ଲେଖାଏଁ ଅଣ୍ଡା ଦେଉଥିବା 20 ରୁ ଉର୍ଦ୍ଧ ହିତାଧିକାରୀ ଙ୍କ ଦସ୍ତଖତ ଥିବା ଲିଖିତ ଭାବେ ଆଜି ସିଡିପିଓ ଜ୍ଞାନନ୍ଦା ମହାନନ୍ଦଙ୍କୁ ପ୍ରଦାନ କରିଛନ୍ତି I