Download Now Banner

This browser does not support the video element.

ଜଗତସିଂହପୁର: ବଳରାମପୁର ଅଞ୍ଚଳ ର ଜଣେ ବ୍ୟକ୍ତି ଙ୍କ ଘରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା

Jagatsinghapur, Jagatsinghpur | Sep 9, 2025
ବଳରାମପୁର ଅଞ୍ଚଳ ର ଜଣେ ବ୍ୟକ୍ତି ଙ୍କ ଘରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା l ସୂଚନା ମୁତାବକ ଆଜି ରାତ୍ର ସମୟରେ ପୁରସ୍ତମ ତରେଇ ଙ୍କ ଘରେ ଏକ ବିଷାକ୍ତ ନାଗ ସାପ ଦେଖିବାକୁ ମିଳିଥିଲା l ସେ ସଙ୍ଗେ ସଙ୍ଗେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା କୁ ସୂଚନା ଦେଇଥିଲେ l
Read More News
T & CPrivacy PolicyContact Us