Download Now Banner

This browser does not support the video element.

ସୋନପୁର: ଅସରାଏ ବର୍ଷାରେ ପଟାଭାଡି ସ୍ଥିତ ରାମୁଜି ନଗର ରାସ୍ତାର ଅବସ୍ଥା ଶୋଚନୀୟ, ସମାଧାନ ପାଇଁ ଦାବି #jansamasya

Sonapur, Subarnapur (Sonepur) | Aug 23, 2025
ଅସରାଏ ବର୍ଷାରେ ସୁବର୍ଣ୍ଣପୁର ସହରର ପଟାଭାଡି ସ୍ଥିତ ରାମୁଜି ନଗରର ରାସ୍ତା ର ଅବସ୍ଥା ଶୋଚନୀୟ ନିର୍ମାଣ ପାଇଁ ଦାବି।ଦୀର୍ଘ ଦିନ ହେଲା ଏହି ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ହଁ କର୍ଣ୍ଣପାତ କରୁନାହାନ୍ତି ପ୍ରଶାସନିକ ଅଧିକାରୀ ।ଏହି ରାସ୍ତା ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସିଧାସଳଖ ସଂଯଗୋ କରୁଥିଲେ ହେଁ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।ଏମିତିକି ଏହି ରାସ୍ତା ନିର୍ମାଣ ପାଇଁ ପଡାବାସି ସଦର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ।ଜିଲ୍ଲାପାଳଙ୍କୁ ମଧ୍ୟ ଅନେକ ଥର ଦାବିପତ୍ର ଦେଇଛନ୍ତି ହେଲେ କିଛି ଶୁଭଳ ମିଳି ନଥିବା ଅଭିଯୋଗ କରିଛନ୍ତି ପଡାବା
Read More News
T & CPrivacy PolicyContact Us