This browser does not support the video element.
ପଦ୍ମପୁର: ଖଣ୍ଡସିବାଞ୍ଜି ବ୍ରିଜ ଉପରେ ବ୍ୟାୟାମ କରିବା ସମୟରେ ବ୍ରିଜ ଉପରୁ ତଳେ ପଡିଗଲେ ବରିକେଲ ଗ୍ରାମର ଜଣେ ଝିଅ
Padmapur, Bargarh (Baragarh) | Aug 30, 2025
ପଦ୍ମପୁର, ବ୍ଲକ ବରିକେଲ ଗାଁ ନୂଆବସ୍ତିର ତ୍ରିଲୋଚନ ସାହୁ ଙ୍କ ବଡ ଝିଅ ଖଣ୍ଡଶିବାଞ୍ଜି ବ୍ରିଜ ଉପରେ ଆଜି ସକାଳ ୬ଟା ୩୦ ମିନିଟ ସମୟ ପାଖା ପାଖି ରେ ବ୍ୟାୟାମ କରିବା ସମୟରେ ବ୍ରିଜ ଉପରୁ ତଳେ ପଡି ଯାଇ ଅଚେତ ଅବସ୍ଥାରେ ଥିଲେ। କିଛି ବ୍ୟକ୍ତି ଦେଖି ବରିକେଲ ଗ୍ରାମ୍ୟ କମିଟିକୁ ଜଣାଇ ଥିଲେ ସୂଚନା ପାଇବା ପରେ ବରିକେଲ ଗ୍ରାମ୍ୟ କମିଟି ଓ ନୂଆବସ୍ତି ର ପିଲା ମାନେ ଯାଇ ଝିଅ ଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଫୋନ କରି ପଦ୍ମପୁର ହସ୍ପିଟାଲ କୁ ଆଣିଥିଲେ l ବରିକେଲ ଗ୍ରାମର ସମାଜସେବୀ ଅରବିନ୍ଦ ଶତପଥୀ ପଦ୍ମପୁର ହସ୍ପିଟାଲ କୁ ଯାଇ ତାଙ୍କ ସୁବିଧା ଅସୁବିଧା ବୁଝିଥିଲେ l