Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: DRDO ଅଧୀନ ଓଡ଼ିଶା ଉପକୂଳ ରେ IADWS ର ସଫଳ ପରୀକ୍ଷଣ

Baleshwar M, Balasore | Aug 24, 2025
ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ଉଇପନ୍ ସିଷ୍ଟମ(IADWS) ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀର ସଫଳ ପରୀକ୍ଷଣ।ଏହା ପ୍ରତିରକ୍ଷା ବିଭାଗ DRDO ଅଧିନ ଓଡ଼ିଶା ଉପକୂଳରେ ରବିବାର ପରୀକ୍ଷଣ କରାଯାଇ ଥିବା ନେଇ ସନ୍ଧ୍ୟା ୭ ଟା ସମୟରେ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି।IADWS ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ,ଯାହା ତୁରନ୍ତ ପ୍ରତିକ୍ରିୟାଶୀଳ।ଏହି ପ୍ରକ୍ରିୟା ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (କ୍ୟୁ ଆର ସାମ)।ଅତି କ୍ଷୁଦ୍ର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଏକ ଲେଜର ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ରକୁ ନେଇ ଗଠିତ।
Read More News
T & CPrivacy PolicyContact Us