Install App
santoshbaral67
This browser does not support the video element.
ପିପିଲି: ସ୍ଥାନୀୟ ଟିଚର୍ସ କଲୋନୀରୁ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ, ଥାନାରେ ମାମଲା ରୁଜୁ ସହ ପୋଲିସର ତଦନ୍ତ ଜାରି
Pipili, Puri | Aug 22, 2025
ଗତକାଲି ସନ୍ଧ୍ୟା ୫ଟାରେ ପିପିଲି ଥାନା ପଛପଟେ ଟିଚର୍ସ କଲୋନୀରୁ ମାଗି ବେହେରା ନାମକ ଜଣେ ଶିକ୍ଷୟତ୍ରୀଙ୍କ ବେକରୁ ୨ଜଣ ଦୃର୍ବୁତ୍ତ ଏକ ବାଇକରେ ଆସି ମାଗିଙ୍କ ବେକରୁ ୨୨ଗ୍ରାମ ଓଜନର ସନା ଚେନ କୁ ଝାମ୍ପି ନେଇ ଫେରାର ହୋଇଯାଇ ଥିଲେ। ଏନେଇ ଗତକାଲି ରାତି ୧୦ଟାରେ ମାଗି ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଆଜି ସଂନ୍ଧ୍ୟାରେ ସୁଚନା ଦିଆଯାଉଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!