This browser does not support the video element.
ଝାରସୁଗୁଡା: ମରାକୁଟା ଗ୍ରାମପଞ୍ଚାୟତ ଠାରେ ନରସିଂହ ତ୍ରିପାଠୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା ମରାକୁଟା ଗ୍ରାମପଞ୍ଚାୟତ ଠାରେ ଆଜି ସକାଳ ଏଗାରଟା ସମୟରେ ନରସିଂହ ତ୍ରିପାଠୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମରାକୁଟା ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଚାରା ରୋପଣ କରାଯାଇଛି। ଏହା ସହିତ ବୃକ୍ଷର ଉପକାରିତା ବିଷୟରେ ବୁଝାଇ ଜନସାଧାରଣ ଙ୍କ ଭିତରେ ଵୃକ୍ଷ ରୋପଣକୁ ନେଇ ସାମାଜିକ ଆଗ୍ରହ ସୃଷ୍ଟି କରାଯାଇଥିଲା। ଏଥିରେ ଟ୍ରଷ୍ଟର ସଦସ୍ୟ ଉପସ୍ଥିତ ରହି ଵୃକ୍ଷ ରୋପଣ କରିବା ସହିତ ଜନସାଧାରଣଙ୍କୁ ବୃକ୍ଷ ରୋପଣ କରିବା ନେଇ ସଚେତନ କରାଇଥିଲେ।