Download Now Banner

This browser does not support the video element.

ଭଟଲି: ଭଟଲି ବ୍ଳକ ସଭାଗୃହ ରେ ବରଗଡ଼ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କଲେ ହାଲୁପାଲି ପଞ୍ଚାୟତ ର ଚାଷୀ ମାନେ

Bhatli, Bargarh (Baragarh) | Sep 1, 2025
ଭଟଲି ବ୍ଳକ ସଭାଗୃହ ରେ ବରଗଡ଼ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କଲେ ହାଲୁପାଲି ପଞ୍ଚାୟତ ର ଚାଷୀ ମାନେଆଜି ଦିନ ୧୧ଟାରେ ଭଟଲି ବ୍ଳକ ସଭାଗୃହ ରେ ବରଗଡ଼ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।କୃଷକ ପରିବାର ଭଟଲି ବ୍ଳକ କୃଷକ ସଙ୍ଗଠନ ପକ୍ଷରୁ ଭଟଲି ବ୍ଳକ ର ହାଲୁପାଲି ପଞ୍ଚାୟତ ର ଚାଷୀମାନେ ଧାନବିକ୍ରି କରିବାପାଇଁ ଅସୁବିଧା ର ସମ୍ମୁଖୀନହେଉ ଥିଲେ
Read More News
T & CPrivacy PolicyContact Us