Download Now Banner

This browser does not support the video element.

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରେ ଅଘଟଣ ଚାଷ ଜମିକୁ ଯାଇ ନାଳରେ ଭାସି ଯୁବକ ମୃତ

Telkoi, Kendujhar | Sep 26, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରେ ଅଘଟଣ ଚାଷ ଜମିକୁ ଯାଇ ନାଳରେ ଭାସିଯାୟୀ ଯୁବକ ମୃତ । ସୂଚନା ଅନୁଯାଇ ଗତ ତିନିଦିନ ହେବ ଛାମୁଣ୍ଡା ଗାଁର ସୁରେନ୍ଦ୍ର କିସାନ ଚାଷ ଜମିକୁ ଯାଇ ଆଉ ଫେରିନଥିଲେ ,ପରିବାର ବହୁ ଖୋଜା ଖୋଜି ପରେ ଗତ କାଲି ସଂଧ୍ୟାରେ ଝାରବଡ଼ା ବହୁନ୍ତେଇ ନାଳରେ ମୃତ ଦେହ ଭାସୁଥିବା ଅବସ୍ଥାରେ ଠାବକରିଥିଲେ ଏବଂ ସଙ୍ଗେ ସଙ୍ଗେ ସ୍ଥାନିୟ ଅଗ୍ନଶମ , ପୋଲିସକୁ ଖବର ଦେଇଥିଲେ ଖବର ପାଇ ତେଲକୋଇ ଅଗ୍ନିଶମ ବିଭାଗ ଶବକୁ ଉଦ୍ଧାର କରିଛି।ଶବବ୍ୟବଛେଦ ପରେ ମୁତ୍ୟୁ କାରଣ ଜଣାପଡ଼ିବ। ଶନିବାର ୧୨.୨୦ ମି. ରସୂଚନା ।
Read More News
T & CPrivacy PolicyContact Us