Install App
suru6633
This browser does not support the video element.
କଣ୍ଟାବାଞ୍ଜି: ବୁରୋମାଲ ଗାଁରେ ଆୟୋଜିତ ନାମଯଜ୍ଞରେ ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା
Kantabanji, Balangir | Mar 22, 2024
ତୁରେକେଲା ବ୍ଲକ ବୁରୋମାଲ ଗାଁରେ ଆୟୋଜିତ ହୋଇଥିବା ନାମଯଜ୍ଞରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ଏକ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ନାମଯଜ୍ଞ ବିଧାୟକ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ନାମଯଜ୍ଞରେ ଆଖ ପାଖ ଅଞ୍ଚଳର ଲୋକ ସାମିଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!