This browser does not support the video element.
ଜୟପୁର: ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ସଚେତନତା ମେଳା ଅନୁଷ୍ଠିତ
Jeypore, Koraput | Sep 24, 2025
ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ସଚେତନତା ମେଳା ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଟିତ ହୋଇଛି । ଜୟପୁର ପୌର ପାଳିକା ଦ୍ୱାରା ବିଭିନ୍ନ ଷ୍ଟଲ ଖୋଲାଯାଇ ସଚେତନ କରାଯାଇଛି । ଏହି ମେଳାରେ ଜୟପୁର ଉପ ଜିଲାପାଳ ତଥା ପୌର କାଯ୍ୟନିବାହି ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ଅତିରିକ୍ତ ପୌର କାଯ୍ୟନିବାହି ଅଧିକାରି ପୁଜା ରାଉତ, ଲିଡ ବ୍ୟାଙ୍କ ମ୍ୟାନେଜର ଦେବନ୍ଦ୍ର ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ l