This browser does not support the video element.
ଚିତ୍ରକୋଣ୍ଡା: ଚିତ୍ରକୋଣ୍ତାର ବିଜେଡି ବିଧାୟିକା ପ୍ରାର୍ଥିନୀ ହେଲେ ଲକ୍ଷ୍ମିପ୍ରୀୟା ନାୟକ , ଉତ୍ସାହିତ କର୍ମୀ
Chitrakonda, Malkangiri | Apr 18, 2024
ମାଲକାନଗିରି ଜିଲା ଚିତ୍ରକୋଣ୍ତା ର ବିଜେଡି ବିଧାୟିକା ପ୍ରାର୍ଥିନୀ ହେଲେ ଲକ୍ଷ୍ମିପ୍ରୀୟା ନାୟକ । ବୁଧବାର ଲକ୍ଷ୍ମିଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି । ଲକ୍ଷ୍ମି ମାଥିଲି ଜୋନ - ୧ ର ଜିଲ୍ଲା ପରିଷଦ ସଭ୍ୟା ରହିଛନ୍ତି । ନିଜର ସଂଗଠନକୁ ସୁଦୃଢ କରିଥିଲେ ଲକ୍ଷ୍ମୀ । ଚଳିତ ନିର୍ବାଚନରେ ବିଜେଡି ରୁ ଲଢି ବିଜୟୀ ହେବେ ବୋଲି ପ୍ରକାଶ କରିଛନ୍ତି ଲକ୍ଷ୍ମି l