This browser does not support the video element.
ଢେଙ୍କାନାଳ ସଦର: କମଗରା ବ୍ରାହ୍ମଣୀ ନଦୀ ଘାଟରୁ ମାଟି ଅନୁକୂଳ
Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି।ଢେଙ୍କାନାଳ ସହରରେ ୩୮ଟି ମଣ୍ଡପରେ ମାଙ୍କ ପୂଜା ହୋଇଆସୁଛି । ଏଥିପାଇଁ ପ୍ରଥମେ ରାଧା ଅଷ୍ଟମୀ ଦିନ ୨ଟି ବଜାରର ପକ୍ଷରୁ ମାଟି ଅନୁକୁଳ ହୋଇଥିବା ବେଳେ ଅନ୍ୟ ସମସ୍ତ ବଜାର ପକ୍ଷରୁ ଆଜି ଅର୍ଥାତ ସୋନିଆ ଦିନ ମାଟି ଅନୁକୁଳ ହେବା ପ୍ରଥା ପ୍ରଥମରୁ ଚ଼ାଳି ଆସିଛି । ଏହି ମାଟି ଅନୁକୁଳ ପାଇଁ ପ୍ରତି ବଜାର ପକ୍ଷରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚି ପୂଜକଙ୍କ ଦ୍ବାରା ବିଭିନ୍ନ ରିତିନୀତିରେ ପ୍ରଜାପାଠ କରାଯାଇ ମାଟି ଅନୁକୁଳ କରାଯାଇଛି।