Download Now Banner

This browser does not support the video element.

ନର୍ଲା: ଛତା ମହୁଲ ଗ୍ରାମ ଠାରେ ନବନିର୍ମିତ ମା ବସ୍ତ୍ରରେନ ଗୁଡ଼ି ଉଦ୍ଘାଟିତ ଯୋଗଦେଲେ ଦୁଇ ସଭାପତି

Narala, Kalahandi | Sep 23, 2025
ଆଜି ମଙ୍ଗଳବାର ଅପରାହ୍ନ ଏକ ଘଣ୍ଟା ସମୟରେ ନର୍ଲା ବ୍ଳକ୍ ଅନ୍ତର୍ଗତ ଛତା ମହୁଲ ଗ୍ରାମ ଠାରେ SDC ଯୋଜନାରେ ମା ବସ୍ତ ରେନ ଗୁଡ଼ି ଉଦ୍ଘାଟିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଓ ବ୍ଲକ ସଭାପତି ହରିଶଙ୍କର ମାଝୀ ଯୋଗଦେଇଥିଲେ ଗାଁ ର ସମସ୍ତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ
Read More News
T & CPrivacy PolicyContact Us