Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ବାଲିନୋଳିଆ ସାହି ଭୋଳାଗିରି ଆଶ୍ରମ ନିକଟରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ, ସିସିଟିଭିରେ ଭିଡ଼ିଓ ଭାଇରାଲ l
Puri M, Puri | Aug 31, 2025
ବାଲିନୋଳିଆ ସାହି ଭୋଳାଗିରି ଆଶ୍ରମ ନିକଟରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ, ଯୁବକଙ୍କ ନାମ ମୋହନ ବୋଲି ଶୁଣିବାକୁ ମିଳିଛି l ସିସି ଟିଭିରେ ଦୃଶ୍ୟ କଏଦ ହୋଇଛି l ଘଟଣାଟି ଆଜି ଅପରାହ୍ନ 3ଟାରେ ଦେଖିବାକୁ ମିଳିଥିଲା l ସମୁଦ୍ରକୂଳ ଥାନାକୁ ଜଣାଇ ଦିଆଯାଇଥିବା ଜଣାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!