This browser does not support the video element.
ଗୋବିନ୍ଦପୁର: ଘୁନଘୁଟି ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Govindpur, Sambalpur | Aug 30, 2025
ବାମରା ବ୍ଲକ ଅନ୍ତର୍ଗତ ଘୁନଘୁଟୀ ସ୍ଥିତ ଗୋଷ୍ଠୀ କେନ୍ଦ୍ରଠାରେ ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶନିବାର ଦିନ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଗୌନ୍ତିଆ ଶ୍ରୀ ସୁବୋଧ ନାୟକ, ସମାଜସେବୀ ଶ୍ରୀ ରବୀନ୍ଦ୍ର କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ନୂଆଖାଇ ପାଳନ ର ଉଦ୍ଦେଶ୍ୟ ନେଇ ମତ ବ୍ୟକ୍ତ କରିଥିଲେ। ଭୀଷ୍ମ କୁମାର କୁଆ ଓ ଦୀନେଶ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।