This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ଦଧୂବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ ପାଳନ
Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ସ୍ଥାନୀୟ ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ପରିଷଦର ସଦସ୍ୟମାନଙ୍କ ଦ୍ବାରା ଶ୍ରୀମଦ୍ ଭାଗବତ ଜନ୍ମ ଦଧ୍ ପୂର୍ବକ ପାଳିତ ହୋଇଛି । ଚୈତନ୍ୟ ମହାପ୍ରଭୁଙ୍କ ପାଦପଦ୍ମ ଭାଗବତ ମହାପୁରାଣ , ଅନ୍ୟାନ୍ୟ ପୂଜା ବୈଷ୍ଣବମାନଙ୍କୁ ଯଥାବିଧ ଆରାଧନା, ପୂଜା ଓ ହୋମାଦି କାର୍ଯ୍ୟକ୍ରମ, ନାମସଂକୀର୍ତନ କରାଯାଇ ଏକ ଭକ୍ତିମୟ ପରିବେଶରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଗାଦି ପୂଜକ ଅଖ୍ଳ ତ୍ରିପାଠୀ ଓ କୁନା ଶତପଥୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ ।