This browser does not support the video element.
ବୀରମହାରାଜପୁର: ରାଜପାଲି ଛକରେ ମହିନ୍ଦ୍ରା କାର ଦୁର୍ଘଟଣା, ଦୁଇ ଗୁରୁତର ଚାରି ଜଣ ଆହତ
Biramaharajpur, Subarnapur (Sonepur) | Aug 28, 2025
ବିନିକା ଥାନା ଅନ୍ତର୍ଗତ ରାଜପାଲି ଛକରେ ଆଜି ରତ ପ୍ରାୟ 9ଟା 45ମିନିଟ ସମୟରେ ଏକ ମହିନ୍ଦ୍ରା କାର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଫଳରେ ଦୁଇଜଣ ଗୁରୀତାର ହୋଇଥିବା ବେଳେ ଚାରିଜଣ ଆହତ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ସୋହେଲା ରୁ ବୀରମହାରାଜପୁର କୁ ଏକ ମହେନ୍ଦ୍ରl କାରରେ 6ଜଣ ବ୍ୟକ୍ତି ଆସୁଥିବା ବେଳେ ରାଜପାଲି ଛକ ଠାରେ ମହେନ୍ଦ୍ରା କାର ଟି ଭାରସାମ୍ୟ ହରାଇ ଦିଭାଇଡର କୁ ଧକ୍କା ଦେଇ ଓଲଟି ପଡିଥିଲା l ଘଟଣା ସ୍ଥଳରୁ ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବିନିକା ଡାକ୍ତର ଖାନାରେ ଭର୍ତି କରାଯାଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି l ପୋଲିସ ଘଟଣା ସ୍ଥଳରେ ପହଂଭି