Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଚଳିତ ଶାରଦୀୟ ଦୁର୍ଗାପୂଜା କମିଟି ଗଠନ।

Narala, Kalahandi | Aug 21, 2025
ଆଜି ଗୁରୁବାର ଦିନ ରାତ୍ର ସାତ ଘଣ୍ଟା ସମୟରେ ନର୍ଲା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଚଳିତ ଶାରଦୀୟ ଦୁର୍ଗାପୂଜା କମିଟି ଗଠନ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ନୂତନ ସଭାପତି ଭାବରେ ରାଜେନ୍ଦ୍ର ପୁଝାରୀ, ଉପସଭାପତି ଚକ୍ରଧର ଗୌଡିଆ ସମ୍ପାଦକ ଭାବରେ ଦିପୁ ପାତ୍ର ସହ ସମ୍ପାଦକ ଘାସିରାମ ସାହୁ କେସିୟର ଅନ ମୋଲ୍ ଚାନ୍ଦ ଚୟନ ହୋଇଥିଲେ
Read More News
T & CPrivacy PolicyContact Us