ଟିଟିଲାଗଡ: ଅଦିନିଆ ବର୍ଷା ଯୋଗୁଁ କୁସକେଲା ପଞ୍ଚାୟତର ଲିମପଡ଼ା,ଲୁଧିପଡ଼ା, ସିକୁଆଁ,ଗ୍ରାମର ଚାଷୀଙ୍କ ଫସଲ ହୋଇଗଲା ଗଜା #jansamasya