Download Now Banner

This browser does not support the video element.

ଜଗତସିଂହପୁର: କୁଜଙ୍ଗ ଅନୋଲିପାଟଣା ଗ୍ରାମରେ ସଂଘବଦ୍ଧ ଆକ୍ରମଣ ଘଟଣା ନେଇ ଆହତ ରାଜେନ୍ଦ୍ର ସାହୁ ମୁଖ୍ୟଚିକିତ୍ସାଳୟରେ ରଖିଲେ ନିଜର ପ୍ରତିକ୍ରିୟା

Jagatsinghapur, Jagatsinghpur | Aug 21, 2025
ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇ କୁଜଙ୍ଗ ଥାନା ଅନୋଲିପାଟଣା ଗ୍ରାମର ରାଜେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି । ଏକ ଡିମିରି ଗଛ ଓ ପୂର୍ବ ଆକ୍ରୋଶ ନେଇ ତାଙ୍କ ପଡୋଶୀର ଏକ ପରିବାର ରାଜେନ୍ଦ୍ର ସାହୁ ,ତାଙ୍କ ଭାଇ ,ଭାଉଜଙ୍କୁ ଆକ୍ରମଣ କରିଥିବା ନେଇ ଆଜି ଜଗତସିଂହପୁର ମୂଖ୍ୟ ଚିକିତ୍ସାଳୟରେ ଅପରାହ୍ନ ୫ ଟା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us