Download Now Banner

This browser does not support the video element.

ଡାବୁଗାଁ: ଡାବୁଗାଁ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁରଙ୍କ ୧୩୮ ତମ ଜନ୍ମ ଦିବସ ପାଳନ ଏବଂ ମାସେ ବ୍ୟାପି ଚାଲିଥିବା ଭାଦ୍ରବ ପରିକ୍ରମା ଉଦଯାପିତ

Dabugan, Nabarangpur | Sep 20, 2025
ଡାବୁଗାଁ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଙ୍କ ୧୩୮ ତମ ଜନ୍ମ ଦିବସ ପାଳନ ନିମନ୍ତେ ଭଦ୍ରବ ପରିକ୍ରମା ୧୨ଘଣ୍ଟା ସମୟରେ ସତସଙ୍ଗ ମହା ସମାରୋହରେ ପାଳିତ ହୋଇଯାଇଛି l ମାସେ ବ୍ୟାପି ଚାଲିଥିବା ଏହି ଭାଦ୍ରବ ପରିକ୍ରମା ଆଜି ଉଦଯାପିତ ହେଲା।ଏହି ଅବସରରେ ଋତିକ୍ କମଳାକାନ୍ତ ସାହୁ ଏବଂ ପଙ୍କଜ ମହାନ୍ତି ଦ୍ୱାରା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା।
Read More News
T & CPrivacy PolicyContact Us