Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ଠାରେ ଆରଏସଏସ ପକ୍ଷରୁ ପଥ ସଞ୍ଚଳନ ଓ ବିଜୟ ଦଶମୀ ଉତ୍ସବ ଅନୁଷ୍ଠିତ

Govindpur, Sambalpur | Sep 28, 2025
RSS ପକ୍ଷରୁ ବାମରା ଠାରେ ପଥ ସନ୍ଚଳନ ଓ ବିଜୟଦଶମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଦିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ସ୍ଵୟଂ ସେବକ ମାନେ ପୂର୍ଣ୍ଣ ଗଣ ବେଶରେ ଭବ୍ୟ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ମଝିପଡ଼ା, ପଞ୍ଜାବୀ ଛକ, ବ୍ଲକ ଛକ, ବସଷ୍ଟାଣ୍ଡ ଛକ, ଷ୍ଟେସନବସ୍ତି ଓ ବିଜୁ ପଟ୍ଟନାୟକ ଛକ ଦେଇ ସରସ୍ଵତୀ ଶିଶୁ ମନ୍ଦିର ରେ ପହଞ୍ଚି ଥିଲା। ସେଠାରେ ବୌଦ୍ଧିକ ମଣ୍ଡପ ରେ ଦଶହରା ଉତ୍ସବ ଓ ଶସ୍ତ୍ର ପୂଜନ ଉତ୍ସବ ପାଳନ କରାଯାଇଥିଲା।
Read More News
T & CPrivacy PolicyContact Us