Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଷଣ୍ଢ ଗଡା ଗ୍ରାମ ରେ ଯୈାତୁକ ଯୁଇରେ ୩ ମାସ ର ନବବଧୂ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ, ଝିଅର ବାପା ଚକ୍ରଧର ମାଝି

Bhadrak Rural, Bhadrak | Sep 3, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ବର ଷଣ୍ଢ ଗଡା ଗ୍ରାମ ଗ୍ରାମ ରେ ଅଧିକ ଯୈାତୁକ ଦାବିକରି ମିଲି ମାଝି ଙ୍କୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପଘର ଲୋକେ। ଷଣ୍ଢ ଗଡା ଗ୍ରାମ ର ବାବୁଲି ମାଝି ଙ୍କ ପୁଅ ଦିପୁନ ମାଝି ବୈଦିକ ରିତି ନିତି ରେ କରଞ୍ଜାଡିଆ ଗ୍ରାମ ର ଚକ୍ରଧର ମାଝି ଙ୍କ ଝିଅ ୩ ମାସ ତଳେ ବିବାହ କରିଥିଲେ। ଅଧିକ ଯୈାତୁକ ଦାବିକରି ଜୀବନ ରୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆଜି ଘଣ୍ଟେଶ୍ବର ଫାଣ୍ଡିରେ ରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଦିନ ୪ ଘଟିକା ସମୟରେ ପରିବାର ଲୋକେ ମତପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us