This browser does not support the video element.
ପଟ୍ଟାଙ୍ଗୀ: ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ, ସତ୍ୟସାଇ ଓ ପ୍ରେସ କ୍ଲବ ପକ୍ଷରୁ ବିଲାପୁଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଏସଡିପିଓ
Pottangi, Koraput | Aug 23, 2025
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ନାରାୟଣ ସ୍ମୁତି ସାହିତ୍ୟ ସଂସଦ, ସତ୍ୟ ସାଇ ସେବା ଅନୁଷ୍ଠାନ ଓ ପ୍ରେସ କ୍ଲବ୍ ଆନୁକୁଲ୍ୟ ରେ ବୀଲାପୁଟ ଜଗନ୍ନାଥ ମନ୍ଦିର ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଅପରାହ୍ନ ୩.୩୦ଟା ସମୟରେ ଦେଖିବାକୁ ମିଳିଛି l ଆଜିର ଏହି କାର୍ଯ୍ୟକ୍ରମ ରେ ନନ୍ଦପୁର ଏସ ଡି ପି ଓ ଦେବେନ୍ଦ୍ର କୁମାର ମଲ୍ଲିକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗା ପ୍ରସାଦ ଦୋରା, ନାରାୟଣ ପଣ୍ଡା ସ୍ମୁତି ସାହିତ୍ୟ ସଂସଦ ସମ୍ପାଦକ ତଥା ନିଶା ନିବାର ର ବିନ୍ଧାଣି,କବି ବିଚିତ୍ର ନନ୍ଦ ପଣ୍ଡା,ପ୍ରମୁଖ ଯୋଗ ଦେଇଥିଲେ।