This browser does not support the video element.
ଦିଗପହଣ୍ଡି: ଦିଗପହଣ୍ଡିରେ ସୁଭଦ୍ରା ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ, ବହୁ ମହିଳାଙ୍କ ସମାଗମ
Digapahandi, Ganjam | Sep 17, 2024
ଦିଗପହଣ୍ଡି ରେ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ପାଇଁ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଓ ଏନ୍ଏସି ପ୍ରଶାସନ ପକ୍ଷରୁ ପୃଥକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପୁଞ୍ଜିକଂୟା ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ଏବଂ ଏନ୍ଏସି କଲ୍ୟାଣ ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ସହର ଏବଂ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରୁ ୪ ହଜାର ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ l