This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଆଞ୍ଚଳିକଶାଖା ରାଜ୍ୟପ୍ରଦୂଷ ଣ ବୋର୍ଡପକ୍ଷରୁ"ନୀଳଆକାଶ ପାଇଁ ନିର୍ମଳ ବାୟୁ" ଆଣର୍ଜାତୀୟiଦିବସ NIT ଠାରେ ପାଳିତ ହୋଇଯାଇଛି
Raurkela M, Sundargarh | Sep 8, 2025
ସେପ୍ଟେମ୍ବର ୭ତାରିଖ ସକାଳ ପ୍ରାୟ୧୦ଟା ୩୦ ମିନିଟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ,ଦୁଇଟି ପର୍ଯ୍ୟାୟୟରେ ରାଉରକେ ଲା ଆଞ୍ଚଳିକ ଶାଖା,ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ"ନୀଳ ଆକାଶ ପାଇଁ ନିର୍ମଳ ବାୟୁ" ସଂପର୍କିତ ଆନ୍ତର୍ଜାତୀୟ ଦିବସ NIT,ରାଉରକେଲା ଓ RMCର ମିଳିତ ଆନୁକୂଲ୍ୟରେ, NIT ର ଅଡିଟୋରିଅମ ହଲରେ ପାଳିତ ହୋଇଯାଇଛି,ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼.ଶୁଭଙ୍କର ମହା ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ,,NIT ର ନିର୍ଦ୍ଧେଶଜ ପ୍ରଫେସର କେ.ଉମାମହେଶ୍ୱର ରାଓ,RMC ର ଯୁଗ୍ମ କମିସନର ପଲ୍ଲବୀ ନାୟକ, NIT ର ଆଲୁମିନି ବିଭାଗ ଡିନ ପ୍ରଫେସର,ଡ଼.ହିମାଂଶୁ ଭୂଷଣ ସାହୁ, ଢେଙ୍କ